ଛାଡିଦେଇ ପାଦ ଚିହ୍ନ
ଲାଗୁଛି ଯେମିତି ହୋଇଲା ବିଛିର୍ନ
କୋଟି ଯୁଗ ଅବସାନ
ମନେ ଆଉ ନାହିଁ ହୋଇଥିଲା କେବେ
ତା ସାଥିରେ ମୋର ଦେଖା
ଭୂଲିଯାଇଛି ସେ ପୁରୁଣା ସ୍ମ୍ରତି କୁ
ଅତୀତେ ଯା ଥିଲା ଲେଖା
ଇତିହାସ ଆଜି ମୋର ଅନୁଭୂତି
କାହାଣୀ ର ଖୋଲା ପେଡି
ଭଗ୍ନ ଆଜି ସେତ ସ୍ବପ୍ନର କୂଟୀର
ଭାଙ୍ଗିଲା ଅଦିନେ ଝଡି
ହସିଦିଏ ଆଜି ମୁରୁକି ମୁରୁକି
ସାଉଁଟି ପୁରୁଣା ଦିନ
ସତରେ କେବେ ମୁଁ ହଜେଇଥିଲି ବି
No comments:
Post a Comment