ଗୁରୁଜନ ହାତ ଧରି
ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ
ମନ ଆନନ୍ଦରେ ଭରି
ଟିକି ହୃଦୟ ତା ଜାଣି ନ ପାରଇ
ସୁଖ ଦୁଃଖ ବଡ ସାନ
ତୂନି ଅଧରରେ ଭରି ଦିଏ ତାର
ଖିଲି ଖିଲି ହସ ମାନ
ଆସନ୍ତା କାଲିର ଉଦୟ ସୂରୁଜ
ଆଜିର ସେ ଫୁଲ କଢି
ସଭିଙ୍କ ଆଦର ସ୍ନେହ ମିଳୁ ତାକୁ
କଅଁଳ ବୟସ କୋମଳ ପାଦରେ ଗୁରୁଜନ ହାତ ଧରି ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ ମନ ଆନନ୍ଦରେ ଭରି ଟିକି ହୃଦୟ ତା ଜାଣି ନ ପାରଇ ସୁଖ ଦୁଃଖ ବଡ ସାନ ତୂନି ଅଧରରେ...