ନାହିଁ କିଛି GOAL
ଛାଡିଗଲା କରି ALONE
ହୋଇଲି ମୁଁ FOOL
CHANGE ହେଲା ମନ ମୋର
IRRITATE ହେଲି
REGRET ମୁଁ କଲି ସେଠୁ
LOVE କାହିଁ କଲି
HEART ନେଇ ଖେଳିଦେଲା
FEELING ସହ ମୋର
INSANE ପରି ବଦଳିଲା
BEHAVIOUR ତାର
ଜାଣିଥିଲେ ମୁହିଁ ଟିକିଏ BEFORE
ହୋଇ ମୁଁ ନ ଥାନ୍ତି କେବେ ତାହାର LOVER
ଆଜିଠାରୁ କରୁଛି ମୁଁ ନିଜକୁ PROMISE
No comments:
Post a Comment