ଦୁଃଖୀ ଜନ ପ୍ରାଣବିନ୍ଦୁ
ତୋ ଚକାନୟନ ଦେଖି ଦେଲେ ଧନ
ପାରି ହେବି ଭାବ ସିନ୍ଧୁ
ରତ୍ନ ସିଂହାସନେ ବିରାଜିଛୁ ସିନା
ମନ ତୋ ଭକ୍ତି ରେ ବନ୍ଧା
ଭକ୍ତ ଜନ ପାଇଁ ଛାଡୁ ତୁ ଦେଉଳ
ଷାଠିଏ ପଉଟି ରନ୍ଧା
ଧନୀ କି ଗରିବ କିଛି ତୁ ମାନୁନା
କୋଟି ଭକତଙ୍କ କାଳିଆ ସୁନା
ଭରଷା ପ୍ରତିକ ଭାବର ଠାକୁର
ହୃଦୟ ଚାହଁନି କିଛି ତୋ ବିନା
No comments:
Post a Comment