ନନ୍ଦ ର ନନ୍ଦନ ତୁ ହେଲେ ଚନ୍ଦନ
ଦେହରେ ମୋ ବୋଳି ଦେଇ
ତୋ ସ୍ବର୍ଗ ଦୁଆରେ ଜାଗା ଟିକେ
ଦେଲେ ଅଚିନ୍ତା ରେ ଯିବି ଶୋଇ 卐
ସଂସାର ଶରୀର ଜୀବନ ଆନନ୍ଦ
ସବୁ ପରା ତୋର ଦାନ
ତୋ ଦୟା ନ ହେଲେ ଆରେ କଳାକାହ୍ନୁ
ଅରଜିବି କି ପୂଣ୍ୟ 卐
ସୁଃଖ ଦୁଃଖ ମୋର ସବୁ ତୋ ଠାରେ
ମୁଁ ପରା ଜୀବ ପାମର
ତୋ ନାମ ଭଜନ ଭଜିଲେ କାଳିଆ
No comments:
Post a Comment