Saturday, August 15, 2020

ହରି

ସକାଳେ ହରି ସଞ୍ଜ ରେ ହରି 
ତୁଣ୍ଡେ ମୋ ହରି ନାମ 
ଧରି ତା ନାମ ହେବି ମୁଁ ଧନ୍ୟ
ଅରଜିବି ଯେ ପୂଣ୍ୟ 

ଜନମ ମୋର ହେଉ ସାର୍ଥକ 
ନ କରେ କିଛି ପାପ 
ଜୀବନ ଗଲାବେଳେ ଯେମିତି 
ନ କରେ ପଶ୍ଚାତାପ 

ସାତ ଜନ୍ମ ର କରମ ଫଳେ 
ମିଳେ ମାନବ ଜନ୍ମ 
ଯଦି ମଣିଷ ନ ଜପେ ହରି 
ଜନମ ତାର ଭ୍ରମ 

#ଜୟଶ୍ରୀକୃଷ୍ନ
#ରାଧାମାଧବ 
#ଶୁଭସକାଳ

No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...