ମେଘ ହୋଇ ଥରେ ବରଷୁ କରୁଣା
ଜଗତ କଲ୍ୟାଣ ପାଇଁ
ରୋଗ ଦୁଃଖ କଷ୍ଟ ଏଇ ଧରାପୃଷ୍ଠୁ
ଦେ ରେ କାଳିଆ ଧୋଇ
ହେ ନନ୍ଦ ନନ୍ଦନ ତୋ କୃପା ଚନ୍ଦନ
ମଥାରେ ଦେଲେ ଲଗାଇ
ସାତ ଜନମର ଯେତେ ପାପ ଥାଏ
କ୍ଷଣିକେ ଯାଏ ଉଭେଇ
ଧନ ମାଗୁ ନାହିଁ ଜନ ମାଗୁ ନାହିଁ
ମାଗୁନାହିଁ ଯଶ ଖ୍ୟାତି
ସ୍ବର୍ଗ ଦ୍ଵାରେ ଯଦି ଜାଗା ଟିକେ ଦେବୁ
No comments:
Post a Comment