ବିଶ୍ୱାସ ନିଜର ଭାଙ୍ଗିଦେଇ ଗଲା
ଭରଷା ର କାଚ ଘର
କି ଅବା ତୋଷିବି ନିଜ କପାଳ କୁ
ନିଜ ଲୋକ ହେଲେ ପର
ଗଢିଥିଲି ଯାଇ କଳ୍ପନା ରାଇଜେ
ପ୍ରେମ ର ରାଜ ଉଆସ
ନଜର କି ଆଉ ଲାଗିଲା କାହାର
ଅମୃତ ହୋଇଲା ବିଷ
ଦିବା ସ୍ବପ୍ନ ଥିଲା ଭଲ ପାଇବାଟା
ଚାହୁଁ ଚାହୁଁ ହେଲା ଦୂର
ବୁଝେଇ ସୂଝେଇ ଯତନେ ରଖିଲେ
ପର ହୁଏନା ନିଜର
ଆପଣା ସୁନା ଯେ ହୋଇଗଲେ ଭେଣ୍ଡି
ଦୋଷ ମୁଁ କାହାକୁ ଦେବି
ସବୁ ପ୍ରତିଶ୍ରୁତି ଭଲପାଇବା କୁ
No comments:
Post a Comment