ମନେ ପଡେ ତା କଥା
ଗୋପନରେ ଆସି ସପନ ନାୟିକା
ଭାଙ୍ଗିଦିଏ ନୀରବତା
ସୂରୁଜ ଉଇଁଲେ ପକ୍ଷୀ ଫେରିଗଲେ
ପାଖେ ଆସି ସ୍ମୃତି ତାର
ପଚାରେ ମନକୁ ଅଜଣା କଥା ସେ
କି ଅବା ଦେବି ଉତ୍ତର
ବୁଝାଏ ଯେବେ ମୁଁ ଅବୁଝା ମନକୁ
ହୃଦୟେ ଦେଇ ସାନ୍ତ୍ବନା
ଅଧାଗଢା ସ୍ବପ୍ନ ଆଖି ଆଗେ ନାଚେ
ମିଛ ଥିଲା ମୋ ଭାବନା
ପଛ କଥା ଭାବି ଆଖି ଭରିଯାଏ
ଅସରନ୍ତି ଲୁହ ଧାରେ
ନିଜ ହାତ ଗଢା ପ୍ରେମର ଦୂନିଆ
No comments:
Post a Comment